Digital Dictionaries of South Asia
Purnnacandra Odia Bhashakosha
Search for term Acalypha indica throughout dictionary
4 results

   1) ଇନ୍ଦ୍ରମାରିଷ Indramārisha (p. 869)
ଇନ୍ଦ୍ରମାରିଷ— Indramārisha [Synonym(s): মুত্তজুরি; মেতধসঙ্গ, মুরকাটা कुप्पि; खोकलि] ସଂ. ବି. (ଇନ୍ଦ୍ର=ଶ୍ରେଷ୍ଠ+ମାରିଷ=ଖଡ଼ା ଶାଗ)— ଔଷଧ ଗୁଳ୍ମବିଶେଷ; ନାକଚଣା A medicinal shrub; Acalypha Indica.
   2) ମୁକ୍ତବର୍ଚ୍ଚାଃ Muktabarchchāḥ (p. 6569)
...ବି— ମୂଷାକାନୀ; ସ୍ମହୀଆଦି ବର୍ଗର ବର୍ଷାୟୁଃ ବନ୍ୟ ଶାକ ବିଶେଷ—Acalypha Indica (plant). [ଦ୍ର—ଏହାର ପତ୍ର ଏକୋତ୍ତର ଓ ପତ୍ରର ଧାର କଟା- କଟା; ଏହା ଔଷଧରେ ଲାଗେ। ଫୁଲର ତଳ ପାଖୁଡ଼ା ମୂଷାର କାନ ପରି ତଳକୁ ଝୁଲି ଥାଏ। ଏହା ବମନକାରକ, ବିରେଚକ ଓ ବାତ ଶ୍ଲେଷ୍ମ ନାଶକ; ଏହା କାଶ, ଶ୍ୱାସ, ଜ୍ୱର ଓ ବିଷ ରୋଗରେ ପ୍ରଯୁକ୍ତ ହୁଏ। ଏହାର ରସ ପାନ କଲେ କଫ ନିର୍ଗତ ହୁଏ...
   3) ମୁକ୍ତାବର୍ଚ୍ଚାଃ Mukṭābarchchāḥ (p. 6570)
...ବି— ମୂଷାକାନୀ; ସ୍ମହୀଆଦି ବର୍ଗର ବର୍ଷାୟୁଃ ବନ୍ୟ ଶାକ ବିଶେଷ—Acalypha Indica (plant). [ଦ୍ର—ଏହାର ପତ୍ର ଏକୋତ୍ତର ଓ ପତ୍ରର ଧାର କଟା- କଟା; ଏହା ଔଷଧରେ ଲାଗେ। ଫୁଲର ତଳ ପାଖୁଡ଼ା ମୂଷାର କାନ ପରି ତଳକୁ ଝୁଲି ଥାଏ। ଏହା ବମନକାରକ, ବିରେଚକ ଓ ବାତ ଶ୍ଲେଷ୍ମ ନାଶକ; ଏହା କାଶ, ଶ୍ୱାସ, ଜ୍ୱର ଓ ବିଷ ରୋଗରେ ପ୍ରଯୁକ୍ତ ହୁଏ। ଏହାର ରସ ପାନ କଲେ କଫ ନିର୍ଗତ ହୁଏ...
   4) ସୁକର୍ଣ୍ଣିକା Sukarṇṇikā (p. 8543)
ସୁକର୍ଣ୍ଣିକା— Sukarṇṇikā ସଂ. ବି— ମୁଷିକକର୍ଣ୍ଣୀ (ଶବ୍ଦରତ୍ନାବଳୀ); ମୂଷାକାନି; ବନ ଶାକ ବିଶେଷ—Acalypha Indica.