Digital Dictionaries of South Asia
Purnnacandra Odia Bhashakosha
Search for term acanthus throughout dictionary
4 results

   1) ହାକୁଚ କଣ୍ଟା Hākucha kaṇṭā (p. 9038)
...ବି— ବାସକାଦି ବର୍ଗର ବନ୍ୟ କଣ୍ଟକମୟ କ୍ଷୁପ ବିଶେଷ—Acanthus Ilicifolius. [ଦ୍ର—ଏହାର ପତ୍ର ବହୁଚ୍ଛିନ୍ନ, କଣ୍ଟକୀ; ଫୁଲ ନୀଳ, ବର୍ଷାଦିନେ ଫୁଟେ; କେଶର 4ଟା, ତନ୍ମଧ୍ୟରୁ 2ଟା ବଡ଼ ଓ 2ଟା ଛୋଟ। ଏ ଗଛ ଜଳାଭୂମିରେ ଓ ପାଣି କୂଳରେ ଜନ୍ମେ; ଏ ଗୁଳ୍ମ 2 ଠାରୁ 5 ଫୁଟ୍ ପର୍ଯ୍ୟନ୍ତ ବଢ଼େ; ଏ...
   2) ହାକୁଚି କଣ୍ଟା Hākuchi kaṇṭā (p. 9038)
...ବି— ବାସକାଦି ବର୍ଗର ବନ୍ୟ କଣ୍ଟକମୟ କ୍ଷୁପ ବିଶେଷ—Acanthus Ilicifolius. [ଦ୍ର—ଏହାର ପତ୍ର ବହୁଚ୍ଛିନ୍ନ, କଣ୍ଟକୀ; ଫୁଲ ନୀଳ, ବର୍ଷାଦିନେ ଫୁଟେ; କେଶର 4ଟା, ତନ୍ମଧ୍ୟରୁ 2ଟା ବଡ଼ ଓ 2ଟା ଛୋଟ। ଏ ଗଛ ଜଳା ଭୂମିରେ ଓ ପାଣି କୂଳରେ ଜନ୍ମେ; ଏ ଗୁଳ୍ମ 2 ଠାରୁ 5 ଫୁଟ୍ ପର୍ଯ୍ୟନ୍ତ ବଢ଼େ...
   3) ହାଡ଼କଞ୍ଚି Hāṟḍ̠akan̄chi (p. 9048)
ହାଡ଼କଞ୍ଚି— Hāṟḍ̠akan̄chi ଦେ. ବି— ହାକୁଚ କଣ୍ଟା ଗୁଳ୍ମ— Acanthus Illicifolius (plant).
   4) ହାଡ଼କାଠ Hāṟḍ̠a kāṭha (p. 9048)
ହାଡ଼କାଠ— Hāṟḍ̠a kāṭha ଦେ. ବି— ହାକୁଚ କଣ୍ଟା ଗୁଳ—Acanthus Illicifolius (plant).