Digital Dictionaries of South Asia
Purnnacandra Odia Bhashakosha
Search for term Albizzia stipulata throughout dictionary
1 result

   1) ଘୋଡ଼ାଲାଞ୍ଜି Ghoṟḍ̠ālān̄ji (p. 2452)
ଘୋଡ଼ାଲାଞ୍ଜି— Ghoṟḍ̠ālān̄ji ଦେ. ବି— ବର୍ଷଜୀବୀ ଘାସବିଶେଷ— Albizzia Stipulata (Haines) [ଦ୍ର—ଏହା ଲମ୍ବରେ 2 ଫୁଟରୁ 4 ଫୁଟ ପର୍ଯ୍ୟନ୍ତ ବଢ଼େ। ଏହା ବାଲିଆ ବା ଦୋରସା ମାଟିରେ ଭଲ ଜନ୍ମେ। ପ୍ରଶସ୍ତ ମୁକ୍ତ ପଡ଼ିଆ ଏହା ପାଇଁ ପ୍ରଶସ୍ତ।]